ବୈଦିକ ପ୍ରାର୍ଥନା : ସର୍ବଦା ଶୁଦ୍ଧ ଓ ପବିତ୍ର ହେଉ (January 2026)
Impossibile aggiungere al carrello
Puoi avere soltanto 50 titoli nel carrello per il checkout.
Riprova più tardi
Riprova più tardi
Rimozione dalla Lista desideri non riuscita.
Riprova più tardi
Non è stato possibile aggiungere il titolo alla Libreria
Per favore riprova
Non è stato possibile seguire il Podcast
Per favore riprova
Esecuzione del comando Non seguire più non riuscita
-
Letto da:
-
Di:
A proposito di questo titolo
ମାସିକ ଓମ୍କାର ପତ୍ରିକା, ଜାନୁୟାରୀ ୨୦୨୬ ସଂଖ୍ୟାର ବୈଦିକ ପ୍ରାର୍ଥନା (Vol 22, issue 10)ବିଚାର ସର୍ବଦା ଶୁଦ୍ଧ ଓ ପବିତ୍ର ହେଉବୈଶ୍ୱଦେବୀଂ ବର୍ଚସ ଆରଭଧ୍ୱଂ ଶୁଦ୍ଧା ଭବନ୍ତଃ ଶୁଚୟଃ ପାବକାଃ ।ଅତିକ୍ରାମନ୍ତୋ ଦୁରିତା ପଦାନି ଶତଂ ହିମାଃ ସର୍ବବୀରା ମଦେମ୍ ।।(ଅଥର୍ବ ବେଦ-12-2-28)ଭାବାର୍ଥ : ଆମର ବିଚାର ସର୍ବଦା ଶୁଦ୍ଧ ଓ ପବିତ୍ର ହେଉ । ଆମେ ଅନ୍ୟମାନଙ୍କୁ ମଧ୍ୟ କୁ-ମାର୍ଗରୁ ବଞ୍ଚାଇ ସତ୍ମାର୍ଗରେ ନେଇ ଚାଲିବା, ଯେପରି ସମସ୍ତେ ମିଳିମିଶି ପୂର୍ଣ୍ଣ ଆୟୁଷ ପ୍ରାପ୍ତ କରିବା ।
Ancora nessuna recensione