Chhatrapati Bibekananda copertina

Chhatrapati Bibekananda

Anteprima
ଶରତ କୁମାର ମହାନ୍ତି ଓଡ଼ିଆ ସାହିତ୍ୟର ଜଣେ ଶକ୍ତିଶାଳୀ ଗଦ୍ୟକାର! ବିଶ୍ୱର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ତତ୍ତ୍ୱକୁ ସେ ଖୁବ ସରଳ ଭାବ ଓ ଭାଷାରେ ଉପସ୍ଥାପନ କରି ଓଡ଼ିଆ ପାଠକଙ୍କ ପ୍ରିୟଭାଜନ ହୋଇ ପାରିଛନ୍ତି! 'ଛତ୍ରପତି ବିବେକାନନ୍ଦ' ପୁସ୍ତକଟି ତାଙ୍କର ଅନ୍ୟତମ ବହୁପଠିତ ପୁସ୍ତକ, ଯେଉଁଥିରେ ସ୍ୱାମୀ ବିବେକାନନ୍ଦଙ୍କୁ ଭାରତବର୍ଷର ଜଣେ ଅଦ୍ଵିତୀୟ ଜନନାୟକ ଭାବେ ଚିତ୍ରିତ କରାଯାଇଛି! କେବଳ ଋଷି ବା ସନ୍ଥ ଭାବେ ତାଙ୍କୁ ସୀମିତ ନରଖି ଆମ ସମାଜର ଉତ୍ଥାନ ପାଇଁ ସେ କିପରି ସମସ୍ତ ଶକ୍ତି ବିନିଯୋଗ କରିଥିଲେ, ସେ ବିଷୟରେ ବିଶ୍ୱସନୀୟ ଯୁକ୍ତି ଓ ପ୍ରମାଣ ରଖିଛନ୍ତି! ସୁବ୍ରତ କୁମାର ପତିଙ୍କ କଣ୍ଠରେ ଆସନ୍ତୁ ଶୁଣିବା ସେହି ତେଜସ୍ୱୀପୁରୁଷ ବିବେକାନନ୍ଦଙ୍କୁ, ଶରତ କୁମାର ମହାନ୍ତିଙ୍କ ଭାଷାରେ...©2021 Storyside IN (P)2021 Storyside IN Scienze sociali Storia e critica della letteratura
adbl_web_anon_alc_button_suppression_t1
Ancora nessuna recensione